Masthead

ଜାଲ ନୋଟ ଜବତ

ବାରିପଦା(ବଡ଼ ଖବର ବ୍ୟୁରୋ): ବାରିପଦା ଗୋଲେଇରୁ ଜାଲ ନୋଟ ଜବତ । ୮୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ବାରିପଦା ପୋଲିସ । ବୁଧବାର ରାତିରେ ବାରିପଦା ଗୋଲେଇରେ ୨ଜଣ ବ୍ୟକ୍ତି ଜାଲ ନୋଟ କାରବାର କରୁଥିବା ପୋଲିସ ଖବର ପାଇଥିଲା । ଘଟଣା ସ୍ଥଳରୁ ୨ଜଣଙ୍କୁ ପୋଲିସ ଗିରଫ କରିଛି । ରଖହରି ରଣାଙ୍କ ଠାରୁ ୫୦ ହଜାର ଓ ରାସବୀହାରୀ ରଣାଙ୍କ ଠାରୁ ପୋଲିସ ୩୫ ହଜାର ଟଙ୍କା ଜାଲ ନୋଟ ଜବତ କରିଛି ।

ଏହି ଜାଲ ନୋଟ ମଧ୍ୟରେ ରହିଛି ୧୦୦ ଏବଂ ୫୦୦ ଟଙ୍କିଆ ନୋଟ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମୋବାଇଲ ଏବଂ ବାଇକ ଜବତ କରାଯାଇଛି । ରଖହରି ଏବଂ ରାସବିହାରୀ ଦୁଇ ଭାଇ ବୋଲି ପୋଲିସ କହିଛି । ଜବତ କରାଯାଇଥିବା ଟଙ୍କା ମଧ୍ୟରେ ୧୧୦ଟା ୫୦୦ଟଙ୍କିଆ ଏବଂ ୩୦୦ଟା ୧୦୦ ଟଙ୍କିଆ ନୋଟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି