Masthead

ଅପରାଧ ନିୟନ୍ତ୍ରଣ ପାଇଁ ଓକିଲଙ୍କ ଦାବି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଳାର ବିପର୍ଯ୍ୟସ୍ତ ଆଇନଶୃଖଳା ପରିସ୍ଥିତିର ପ୍ରତିକାର କରିଛି ଜିଲ୍ଲାର ଓକିଲ ସଂଘ । ଗତ କିଛି ଦିନ ହେବ ସମଗ୍ର ଜିଲ୍ଲାରେ ହତ୍ୟା, ଚୋରି ସହ ବ୍ୟାପକ ନିଶା କାରବାର ଚାଲିଛି ବୋଲି ଅଭିଯୋଗ କରିଛି ସଂଘ । ପଶ୍ଚିମ ଓଡିଶାର ପ୍ରଶାସନିକ ବ୍ୟବସ୍ଥାରେ ସମ୍ବଲପୁର ଜିଲ୍ଲା ଏକ ପ୍ରମୁଖ ଜିଲ୍ଲା ହୋଇଛି । ଜିଲ୍ଲାରେ ଖାଲି ପଡିଥିବା ଏସପି, ଡିଜି ପଦ ତୁରନ୍ତ ପୂରଣ କରିବା ଦାବିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉର୍ଦ୍ଦେଶ୍ୟରେ ଦାବିପତ୍ର ପଠାଯାଇଛି ।

ଜିଲ୍ଳା ଓକିଲ ସଂଘ ସଭାପତି ଡ. ପ୍ରମୋଦ କୁମାର ରଥ ଏକ ସାମ୍ବାଦିକ ସମ୍ବିଳନିରେ ସିଧାସଳଖ ଅଭିଯୋଗ କରିଥିଲେ ଯେ ଜିଲ୍ଲାରେ ଆଇନ ଶୃଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଜମି ମାଫିଆମାନେ ସକ୍ରିୟ ହୋଇ ନିରୀହ ଆଦିବାସୀଙ୍କୁ ଅଳ୍ପ ଟଙ୍କା ଦେଇ ସେମାନଙ୍କ ଜମିକୁ ଦଖଲ କରିଛନ୍ତି । ଜିଲ୍ଲା ପ୍ରଶାସନ ମାଫିଆଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଓକିଲ ସଂଘ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼