Masthead

ଦାବି ପୂରଣ କଲା ରେଳ ବିଭାଗ

ଲଇକେରା(ବଡ଼ ଖବର ବ୍ୟୁରୋ): ଲଇକେରା ଥାନା ବାଗଡ଼ିହି ଠାରେ ଆଜି ହେବାକୁ ଥିବା ରେଳ ରୋକ ଆନ୍ଦୋଳନ ବାତିଲ ହୋଇଛି । ସ୍ଥାନୀୟ ଅଞ୍ଚଳ ଲୋକେ ରେଳ ରୋକ କରିବା ପୂର୍ବରୁ ଦାବି ପୂରଣ କରିଛି ରେଳ ବିଭାଗ । କରୋନା ଯୋଗୁଁ ଦୀର୍ଘ ୮ମାସ ଧରି ଟ୍ରେନ ଗୁଡ଼ିକ ବନ୍ଦ ରହିଥିବା ବେଳେ କିଛି ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ବାଗଡ଼ିହି ଷ୍ଟେସନରୁ ସାଉଥ ବିହାର ଏକ୍ସପ୍ରେସର ରହଣୀକୁ ଉଚ୍ଛେଦ କରିଥିଲା ରେଳବିଭାଗ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ରେଳରୋକ କରିବା ପାଇଁ ଚେତାବନୀ ଦେଇଥିଲେ । ଆଜି ରେଳ ରୋକ ହେବା ପୂର୍ବରୁ ଦାବିକୁ ପୂରଣ କରିଛି ରେଳ ବିଭାଗ । ପୂର୍ବ ପରି ବାଗଡ଼ିହି ଷ୍ଟେସନରେ ସାଉଥ ବିହାର ଏକ୍ସପ୍ରେସ ରହଣୀ ଜାରି ରହିବ ବୋଲି ଲିଖିତ ପ୍ରତିଶୃତି ଦେଇଛି ରେଳ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା