Masthead

ବିପନ୍ନରେ ଅଲିଭ ରିଡଲେ

କୋର୍ଣାକ(ବଡ଼ ଖବର ବ୍ୟୁରୋ): ସମୁଦ୍ର ମୁହାଣରେ ମରି ପଡିଛନ୍ତି ଅଲିଭ ରିଡ଼ଲେ କଇଁଛ । ମାତ୍ର ପ୍ରଶାସନର ନିଦ ଭାଙ୍ଗୁନି । ବେଲେଶ୍ୱର ଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ୩୦ ରୁ ଉଦ୍ଧ୍ୱ ଅଲିଭ ରିଡ଼ଲେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ନଭେମ୍ବର ମାସରେ ଅଲିଭ ରିଡ଼ଲେ ଅଣ୍ଡାଦେବା ପାଇଁ ସମୁଦ୍ର ମଧ୍ୟରୁ ଉପକୂଳକୁ ଆସିଥାନ୍ତି । ଏହି ସମୟରେ କୂଳରୁ ୨୦ କିମି ଦୂରରେ ଟ୍ରଲର ଚଳାଚଳ ନିଷେଧ ହୋଇଥାଏ । କିନ୍ତୁ ଟ୍ରଲର ମାଲିକ ମାନେ ବେଆଇନ ଭାବରେ ସମୁଦ୍ର କୂଳରୁ ୧କିମି ମଧ୍ୟରେ ନିଜ ନିଜର ଟ୍ରଲର ମାଛ ଧରିବା ପାଇଁ ନେଇଥାନ୍ତି । ଏବଂ ରାମଚଣ୍ଡି ମୁହାଣରେ ହେଉଥିବା ଇକୋ ରିଟ୍ରିଟ୍ ର ହାଇମାକ୍ସ୍ ଲାଇଟ୍ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି କୁହାଯାଉଛି । ମାତ୍ର ସରକାରଙ୍କ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ଏ ବିଷୟରେ ଅବଗତ ଥାଇ ମଧ୍ୟ ଚୁପ ହୋଇ ବସିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ