Masthead

ପର୍ଯ୍ୟଟକଙ୍କ ମନମୋହୁଛି ସତୀଗୁଡ଼ା

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଗୋଟିଏ ଦିନ ପରେ କ୍ୟାଲେଣ୍ଡରରୁ ବିଦାୟ ନବ ଟ୍ୱେଣ୍ଟି ଟ୍ୱେଣ୍ଟି । ପୁଣି ଲୋକେ ସ୍ଵାଗତ କରିବେ ନୂତନ ବର୍ଷକୁ । ୨୦୨୧ ମସିହାକୁ ଏହାରି ଭିତରେ ସ୍ମୃତି ରଖିବା ଲାଗି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଯାହା ଭିତରେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଜଳଭଣ୍ଡାର ଅନ୍ୟତମ । ସୁନେଲି ଆଲୁଅରେ ଝଲସୁଛି ବିଶାଳ ଜଳଭଣ୍ଡାରର ଏହି ମନୋରମ ଦୃଶ୍ୟ । ମାଲକାନଗିରି ସହର ଉପକଣ୍ଠରେ ଥିବା ସତୀଗୁଡ଼ା ଇକୋ ପାର୍କରେ ।

ଜଳଭଣ୍ଡାର ନିକଟରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ସତୀଗୁଡ଼ା ଇକୋ ପାର୍କ କିଛି ମାସ ହେବ ଶୂନଶାନ ହୋଇ ପଡିଥିବା ବେଳେ ନୂତନ ବର୍ଷ ଆସୁଥିବାରୁ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡର ପର୍ଯ୍ୟଟକଙ୍କ ସୁଅ ଛୁଟିଛି ଏଠାକୁ । କିଏ ସାଙ୍ଗ ସାଥିରେ ବଣଭୋଜି କରି ନୂଆ ବର୍ଷକୁ ସ୍ଵାଗତ କରିବା ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ