Masthead

‘ବିଏସଏନଏଲ’ର ମାଗଣା ଅଫର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୂଆବର୍ଷକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ ଏକ ନିଷ୍ପତ୍ତି ନେଇଛି । ‘ବିଏସଏନଏଲ’ ମାଗଣା ସିମ ଅଫରକୁ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଯେଉଁମାନେ ନୂଆ ସିମ ପାଇଁ ଆବେଦନ କରିବେ ସେମାନେ ଏହି ଅଫରର ମଜ୍ଜା ଉଠାଇ ପାରିବେ । ଟେଲିକମ କମ୍ପାନୀ ତାମିଲନାଡୁ ୱେବସାଇଟ ମାଧ୍ୟମରେ ଏହା ସୂଚନା ଦେଇଛନ୍ତି । ମାଗଣା ସିମ ପାଇବାକୁ ହେଲେ ପ୍ରଥମେ ୧୦୦ଟଙ୍କାର ରିଚାର୍ଜ କରିବାକୁ ପଡିବ ।

ରିପୋର୍ଟ ଅନୁଯାୟୀ, ଏହି ଅଫର ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇଥିଲା । ଯାହା ୨୮ ନଭେମ୍ବରରେ ଶେଷ ହୋଇଥାନ୍ତା । ପରେ ଏହି ଅଫରକୁ ୧ଡିସେମ୍ବରରେ ଘୋଷଣା କରାଯାଇଥିଲା । ଯାହାର ଅଫର ୧ଜାନୁଆରୀ ପର୍ଯ୍ୟନ୍ତ ଥିଲା । ଏବେ ଏହି ଅଫରକୁ ଜାନୁଆରୀ ୩୧କୁ ବୃଦ୍ଧି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼