Masthead

୨୦୨୧ ମସିହା କ୍ୟାଲେଣ୍ଡର ଏହି ମସିହା କ୍ୟାଲେଣ୍ଡର ସହ ସମାନ, ଜାଣନ୍ତୁ

ଭୁବନେଶ୍ୱର(ବଡ଼ ଖବର): ୨୦୨୧ରେ ପାଦ ଦେଇଛି ସାରା ବିଶ୍ୱ । ଗତ ବର୍ଷ କରୋନାରେ ଜୁଝି ହେଉଥିବା ପୃଥିବୀ ଏହାରି ଭିତରେ ନୂଆ ଆଶା, ନୂଆ ସମ୍ଭାବନା ନେଇ ଆଗକୁ ବଢୁଛି । ହେଲେ ଯାହା କୁହାଯାଉଛି ୧୯୬୫, ୧୯୭୧, ଏବଂ ୧୯୯୧ କ୍ୟାଲେଣ୍ଡର ବର୍ଷ ସହ କୁଆଡେ ୨୦୨୧ ମସିହାଟି ସମାନ ରହିଛି । ଯଦି ସମାନ ହୁଏ ତାହେଲେ ଭାରତ ପାଇଁ ସଂସୟ ବଢିପାରେ । କିନ୍ତୁ ସେଭଳି କିଛି ନହେଉ ଆମେ ଚାହୁଁଛୁ । କାହିଁକିନା ୧୯୬୫ ମସିହା ଭାରତ-ଚୀନ ଯୁଦ୍ଧ ଓ ୧୯୭୧ରେ ପିଓକେ କଥା ସମସ୍ତଙ୍କୁ ଜଣା ।ଏହାସହ ୧୯୯୧ରେ ଯଦି ଦେଖିବା ଆମ ରାଜ୍ୟ ମହାବାତ୍ୟା ଭଳି ମହା ବିପତ୍ତିକୁ ସାମ୍ନା କରିଥିଲା । ଯାହାକୁ ମନେ ପକେଇବା କ୍ଷଣି ଆଖି ଜକେଇ ଆସେ । ସେମିତି କିଛି ନ ହେଉ ଏହି ବର୍ଷ । ଏ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ । ଏହା ଆମେ ଆଶା କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ