Masthead

ତାଳଚେରରୁ ମିଳିଲା ବିର୍ଜୁଙ୍କ ପତ୍ତା

ସୁନ୍ଦରଗଡ/ଅନୁଗୁଳ(ବଡ଼ ଖବର ବ୍ୟୁରୋ): ତାଳଚେରରୁ ଉଦ୍ଧାର ହେଲେ ବହୁ ଚର୍ଚ୍ଚିତ ପାକିସ୍ତାନ ଫେରନ୍ତା ବିର୍ଜୁ କୁଲୁ । ସୁନ୍ଦରଗଡରୁ ନିଖୋଜ ବିର୍ଜୁଙ୍କୁ ୩ ଦିନ ପରେ ତାଳଚେରରୁ ଉଦ୍ଧାର କରିଛି ପୋଲିସ । ତାଳଚେର ଅଂଚଳରେ ବୁଲୁଥିବା ବେଳେ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ମାନସିକ ଭାରସାମ୍ୟ ହରାଇ ଘରୁ ବାହାରି ଟ୍ରକରେ ପଳାଇଥିଲେ ।

ଗତ ୨ ତାରିଖ ରାତିରୁ ବିର୍ଜୁ ନିଖୋଜ ହୋଇଯାଇଥିଲେ । ପାକିସ୍ତାନର ଲାହୋର ଜେଲରେ ୨୦ ବର୍ଷ ସଜା କାଟିବା ପରେ ଓଡିଶା ଫେରିଥିଲେ । ନଭେମ୍ବର ୧୩ରେ ଜନ୍ମମାଟି କୁତ୍ରାକୁ ଫେରିଥିଲେ । ଲାହୋର ଜେଲରେ କେମିତି ବନ୍ଦୀ ହେଲେ ତାର ଉତ୍ତର ମିଳିନଥିବା ବେଳେ ଶନିବାର ରାତିରୁ ସେ ନିଖୋଜ ଥିବା ତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । ତା ପରେ ପରିବାର ସହ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ