Masthead

ଚାକିରି ଦେବା ନାଁରେ ଠକେଇ, ନଜରବନ୍ଦୀରୁ ମୁକ୍ତ ହେଲେ ୩୦ ଯୁବତୀ

ରାଉରକେଲା (ବଡ଼ ଖବର ବ୍ୟୁରୋ): ଚାକିରି ଦେବା ନାଁରେ ୩୦ ଯୁବତୀଙ୍କୁ ନଜରବନ୍ଦୀରେ ରଖାଯାଇଛି । ରାଉରକେଲାର ଦଣ୍ଡିଆ ପାଣି ଅଞ୍ଚଳରେ କିଛି ଯୁବକ ଏହି ଯୁବତୀମାନଙ୍କୁ ନଜରବନ୍ଦୀରେ ରଖିଥିଲେ । ଗ୍ଲେଜ୍ ଇଣ୍ଡିଆ ନାମକ ଏକ କମ୍ପାନୀ ଖୋଲି ଯୁବକ ମାନେ ବିଭିନ୍ନ ରାଜ୍ୟରୁ ଯୁବତୀମାନଙ୍କୁ ଆଣୁଥିଲେ । ସାକ୍ଷାତକାର ପରେ ଜଣକ ପିଛା ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ଟଙ୍କା ନେଉଥିଲେ । ଯୁବତୀଙ୍କ ପରିବାର ସହ ସମ୍ପର୍କ ରଖିବାର ସୁଯୋଗ ମିଳୁନଥିଲା । ସ୍ପଞ୍ଜ ଆଇରନ କାରଖାନାରେ ଚାକିରି ବଦଳରେ ମାର୍କେଟିଙ୍ଗ କାମରେ ଲଗାଯାଉଥିଲା । କିଛି ଯୁବତୀ କୌଶଳ କ୍ରମେ ଖସି ଦଣ୍ଡିଆ ପାଲି ଅଞ୍ଚଳର ଜଣେ ବିଜେଡି କର୍ମୀଙ୍କ ସହାୟତା ନେଇଥିଲେ । ବିଜେଡି କର୍ମୀଙ୍କ ସହାୟତାରେ ନଜରବନ୍ଦୀ ଥିବା ସମସ୍ତ ଯୁବତୀଙ୍କୁ ଉଦ୍ଦାର କରାଯାଇ ସେମାନଙ୍କ ଘରକୁ ପଠାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ