Masthead

ଟିକା ଅନ ଦ ୱେ

ନୂଆଦିଲ୍ଲୀ (ବଡ଼ ଖବର): ଆଜି ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକା ପରିବହନ । ବିମାନ ଓ ଟ୍ରକ ଯୋଗେ ଦେଶର ବିଭିନ୍ନ ରାଜ୍ୟକୁ ଟିକା ପରିବହନ କରାଯିବ । ସିରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ ଆସୁଛି ଟିକା । ଦେଶର ୬୦ସ୍ଥାନକୁ ହେବ ଟିକା କରଣ । ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ ଅର୍ଡର ପାଇବା ପରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ କାର୍ଯ୍ୟ । ପୁଣେର ସିରମ ଇନଷ୍ଟିଚ୍ୟୁଟର ମଞ୍ଜରି ଫ୍ୟାକ୍ଟ୍ରିରୁ ବିମାନ ବନ୍ଦର ଅଣାଯିବ ସେଠାରୁ ଆକାଶମାର୍ଗରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ସଡ଼କ ପଥରେ ମଧ୍ୟ ଟିକାପରିବହନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କୋଲ୍ଡ ଚେନ ଟ୍ରକର ବ୍ୟବସ୍ଥା କରାଯାଇଛି । ପ୍ରଥମ ଭାଗରେ କୋଭାକ୍ସିନ ଟିକାର ପରିବହନ ହେବ ବୋଲି ସୂଚନା ମିଳିଛି । ସକାଳ ୧୦ଟା ୪୫ ମିନିଟରେ ଅହମ୍ମଦାବାଦ ବିମାନ ବନ୍ଦରରେ ଏହି ଟିକାକୁ ଗୁଜୁରାଟ ସରକାର ଗ୍ରହଣ କରିବେ । ଟିକା ପରିବହନରେ ୩୦୦ ଜିପିଏସ ବ୍ୟବସ୍ଥା ଥରବା କୁଲ ଏକ୍ସ କୋଲ୍ଡ ଚେନ ଟ୍ରକ ବ୍ୟବହାର କରାଯିବ । ଆବଶ୍ୟକ ହେଲେ ୫ଶହ ଟ୍ରକ ନିୟୋଜନ କରାଯିବ ବୋଲି ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ୧୬ରେ ସାରା ଦେଶକୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସୁରକ୍ଷିତ ଭାବେ କରୋନା ଟିକା ପହଂଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର