Masthead

୧୧୮ଟି ଆପ ବ୍ୟାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅନଲାଇନରେ ଏମିତି ଅନେକ ଆପ ଅଛି ଯାହା ଲୋକଙ୍କୁ ଋଣ ସମ୍ବନ୍ଧୀୟ କାରବାରରେ ହଇରାଣ କରିଥାଏ । ନିୟମ ଉଲ୍ଲଘଂନ କରୁଥିବା ପ୍ରାୟ ୧୧୮ଟି ଆପକୁ ଗୁଗୁଲ ତରଫରୁ ଚିହ୍ନଟ କରାଯାଇଛି । ତେଣୁ ଏହି ଅ।।ପକୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ସବୁ ଆପକୁ ବ୍ୟାନ କରାଯାଇଛି । ଲୋକଙ୍କୁ ଋଣ ପ୍ରଦାନ କରୁଥିବା ଏହି ସଂସ୍ଥା ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଯାଞ୍ଚ ପରେ ଏଗୁଡିକୁ ବ୍ୟାନ କରାଯାଇଛି । ପ୍ରଥମେ ତେଲେଙ୍ଗାନା ପୋଲିସ ଏହାର ସତ୍ୟତା ସାମ୍ନାକୁ ଆଣିଥିଲା ।

ଏହି ଆପ ଋଣ ଦେଇ ମୂଳଧନ ଉପରେ ୩୫% ସୁଧ ଲଗାଇ ଟଙ୍କା ଦେବାକୁ କହୁଥିଲା । ଏହି ଠକେଇ ଅଭିଯୋଗରେ ହାଇଦ୍ରାବାଦ ଓ ହରିଆଣାରୁ ମୋଟ ୨୩ଜଣଙ୍କୁ ଗିରଫ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?