Masthead

ନେତାଙ୍କ ଦାଦାଗିରି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ନେତାଙ୍କ ଖୁଲମଖୁଲା ଦାଦାଗିରି । କବାଟକୁ ଗୋଇଠା ମାରି ଘରେ ପଶି କିଛି ଲୋକଙ୍କୁ ସେ ମାଡ ମାରୁଛନ୍ତି । ପ୍ରାଣ ବିକଳରେ ସେମାନେ ପଳାଉଛନ୍ତିି । ନେତା ଜଣଙ୍କ କରୁଛନ୍ତି ଭଙ୍ଗା ରୁଜା । ଏଥିରେ ତାଙ୍କ ମନ ବୁଝୁନି । ଟାଙ୍ଗିଆ ଧରି ଟେବୁଲ ଚେୟାରକୁ ହାଣି ପକାଉଛନ୍ତି ।

ଅଭିଯୋଗ ରାତିରେ ଘର ପାଖରେ ପରିବା ବୋଝେଇ ଟ୍ରକ ହର୍ନ ମାରିବାରୁ ନେତା ଜଣଙ୍କ ଉତ୍ୟକ୍ତ ହୋଇପଡିଛନ୍ତି । ନେତାଙ୍କ ଗିରଫ ଦାବି କରିଛି ଜିଲ୍ଲା ଓକିଲ ସଂଘ । ଏସପିଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି । ଓକିଲ ସଂଘ ଅଭିଯୋଗ କରିଛି ପୋଲିସ ଦଫା କୋହଳ କରି ନେତାଙ୍କୁ ଛାଡି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !