Masthead

ଭାଇବ ବାଏ ହାଇକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହ୍ୱାଟସଆପ ପରେ ଏବେ ହାଇକ ମେସେଞ୍ଜର ଆପକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ହାଇକ ଆପ ହେଉଛି ସ୍ୱଦେଶୀ ଆପ ଯାହା ୨୦୧୨ ମସିହାରେ ଭାରତରେ ଲଞ୍ଚ ହୋଇଥିଲା । ଏହା ଇନଷ୍ଟାଣ୍ଟ ମେସେଜିଂ ଆପ ଅଟେ । ଆରମ୍ଭରୁ ଏଥିରେ ଲୋକପ୍ରିୟତା ଦେଖିବାକୁ ମିଳିଥିଲେ ବି ପରେ ଏହା ହ୍ୱାଟସଆପ ଭଳି ଲୋକପ୍ରିୟ ହୋଇପାରିନଥିଲା । ଏଥିରେ ଥିବା ମଜ୍ଜାଳିଆ ଷ୍ଟିକର ଏହାର ଭଲ ଫିଚର ଅଟେ । ଯାହା ବେଶ ଆକର୍ଷଣୀୟ ହୋଇଥାଏ ।ଏଥିରେ ୨୦୧୬ରେ ୧୭୫ ମିଲିୟନ ଡଲାରର ପୁଞ୍ଜି ନିବେଶ କରାଯାଇଥିଲା । ପରେ ୨୦୧୯ରେ ଏହାର ୟୁଜର ମାସିକ ୨ ମିଲିୟନ ସକ୍ରିୟ ହୋଇଯାଇଥିଲେ । ଏହାକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୬ରେ ହାଇକର ସିିିଇଓ କଭିନ ଭାରତୀ ମିତଲ ଟ୍ୱିଟ କରି ଆପ ବନ୍ଦ ନେଇ ସୂଚନା ଦେଇଥିଲେ ।

ମିତଲ କହିଥିଲେ ଯେ୨ଟି ଆପ ଏହାକୁ ରିପ୍ଲେସ୍ଡ କରିବ । ପ୍ରଥମଟି ହାଇକ ଷ୍ଟିକର ଚାଟରୁ ଏହା ହାଇକ ଲ୍ୟାଣ୍ଡ ଭାଇବ ହୋଇଥିବାବେଳେ ଦ୍ୱିତୀୟଟିରେ କମ୍ପାନୀ ରସ୍ ଗେମିଙ୍ଗ ଆପ ଲଞ୍ଚ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା