Masthead

ବାଇଡେନଙ୍କୁ ‘ଅମତ୍ରକ୍ ବାଇଡେନ’ ବୋଲି କିଏ କାହିଁକି ଡାକୁଥିଲେ ଜାଣନ୍ତୁ..

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୋ ବାଇଡେନଙ୍କୁ ତାଙ୍କ ସମର୍ଥକ ଏବଂ ବିରୋଧୀମାନେ ‘ଅମତ୍ରକ୍ ବାଇଡେନ’ ବୋଲି ଡାକୁଥିଲେ । ଏହା ପଛରେ ଏକ ବଡ଼ ଘଟଣା ଲୁଚିରହିଛି । ୧୯୭୩ ରେ ବାଇଡେନ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପତ୍ନୀ ଏବଂ ଝିଅଙ୍କର ମୃତ୍ୟୁ ଘଟିଥିଲା ଓ ଦୁଇ ପୁଅ ଆହତ ହୋଇଥିଲେ। ଯେତେବେଳେ ବାଇଡେନ ୱାଶିଂଟନରେ ଥିବା ତାଙ୍କ ଘରୁ ଅମତ୍ରକ୍ ନାମକ ଏକ ଟ୍ରେନ ଯାତାୟାତ କରୁଥିଲେ । ସେ ଅଫିସରୁ ଫେରି ତାଙ୍କ ପୁଅମାନଙ୍କ ସହିତ ସମୟ ବିତାଉଥିଲେ । ବାଇଡେନ ଏହି ଅମତ୍ରକ୍ ଟ୍ରେନରେ ୩୫ ବର୍ଷ ଯାତାୟାତ କରିଥିଲେ । ସେଥିପାଇଁ ତାଙ୍କ ସମର୍ଥକ ଓ ବିରୋଧୀମାନେ ବାଇଡେନଙ୍କୁ ଅମତ୍ରକ୍ ବାଇଡେନ ବୋଲି ପରିହାସରେ କହୁଥିଲେ । ନିର୍ବାଚନ ପ୍ରଚାର ସମୟରେ ସେ ଅନେକ ଥର ଏହି ଟ୍ରେନରେ ଯାତ୍ରା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ