Masthead

‘ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାର ଶୀର୍ଷରେ ଦୀପିକା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣି ଥରେ ଲୋକପ୍ରିୟ ମହିଳା ଲିଷ୍ଟରେ ବଲିଉଡ଼ କୁଇନ ଦୀପିକା ପାଦୁକୋନ । ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ଲିଷ୍ଟରେ ଟପରେ ଅଛନ୍ତି । ଏହା ପ୍ରଥମ ଥର ନୁହେଁ ଦୀପିକା ବିଶ୍ୱର ଲୋକପ୍ରିୟତା ଆଧାରରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି । ଦୀପିକା ଜଣେ ଭଲ ଅଭିନେତ୍ରୀ ଭାବରେ ନିଜର ଅଭିନୟକୁ ପ୍ରମାଣିତ କରିଛନ୍ତି । ତାଙ୍କର ଫିଲ୍ମ କଥା ଯଦି କୁହାଯାଏ, ଦୀପିକା ସବୁବେଳେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି ।

Deepika Padukone Says Her Favorite Outfit Is Pajamasଯାହା ପାଇଁ ତାଙ୍କୁ ବଲିଉଡ୍ ରେ ‘ଦ ରାଇଜିଙ୍ଗ କୁଇନ’ ବୋଲି କୁହାଯାଏ । ବିଶ୍ଵସ୍ତରୀୟ ତାରକା ଭାବେ ପରିଚୟ ସୃଷ୍ଟି କରିବା ସହ, ସେ ଦେଶରେ ମଧ୍ୟ ଘରେ ଘରେ ପରିଚିତ । ୨୦୨୦ରେ ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଯେଉଁଥିରେ ସେ ପ୍ରଭାସଙ୍କ ସହ ‘ନାଗ ଅଶ୍ୱିନି’ରେ ନଜର ଆସିବେ । ଏଥିସହିତ ଅଭିନେତା ହ୍ରିତିକ ରୋଶନଙ୍କ ସହିତ ମଧ୍ୟ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ଫାଇଟର’ ରେ ମଧ୍ୟ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି