Masthead

କେଜ୍ରିୱାଲଙ୍କ ଝିଅ ଅନଲାଇନ ଠକେଇର ଶିକାର

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଅନଲାଇନ ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅ । ସେ ଅନଲାଇନରେ ସେକେଣ୍ଡ ହ୍ୟାଣ୍ଡ ସୋଫା ବିକ୍ରି କରିବା ପାଇଁ ଚାହୁଁଥିଲେ । ଏହାର ଫାଇଦା ଉଠାଇ ଠକମାନେ ତାଙ୍କଠାରୁ ୩୪ ହଜାର ଟଙ୍କା ଠକି ନେଇଥିଲେ । ଓଏଲଏକ୍ସରେ ସୋଫା ବିକ୍ରି ପାଇଁ ସେ ବିଜ୍ଞାପନ ଦେଇଥିଲେ । ଜଣେ ବ୍ୟକ୍ତି ସୋଫା କଣିବାକୁ ଡ଼ିଲ କରିଥିଲେ ।

ହରଶିତଙ୍କ ଆକାଉଣ୍ଟକୁ ବାର କୋଡ଼ ସ୍କାନ କରି ପ୍ରଥମେ କିଛି ଟଙ୍କା ପଠାଇଥିଲେ । ପରେ ସେ ଆଉ ଗୋଟେ ବାର କୋଡ଼ ସ୍କାନ ପଠାଇ ଏହାକୁ ସ୍କାନ କଲେ ଟଙ୍କା ଆକାଉଣ୍ଟକୁ ଚାଲିଯିବ ବୋଲି କହିଥିଲେ । ହରଶିତ ସ୍କାନ କରିବା ପରେ ପ୍ରଥମେ ୨୦ ହଜାର ଓ ପରେ ୧୪ ହଜାର ଟଙ୍କା ନେଇଯାଇଥିଲେ । ଏହାକୁ ନେଇ ହରଶିତ ସିଭିଲ ଲାଇନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମାଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା