Masthead

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ । ଭୁବନେଶ୍ୱରରୁ ୪୦-୫୦ କିଲୋମିଟର ଦୂରେ ହତ୍ୟା କରାଯାଇଥିବା ସନ୍ଦେହ । ୪୦ କିମି ଦୂରକୁ ଆଣି ଅନ୍ଧାରୁଆ ଦାସପୁରରେ ଫିଙ୍ଗାଯାଇଥିଲା ମୃତଦେହ । ପ୍ରମାଣ ନଷ୍ଟ ପାଇଁ ଏଭଳି ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିବା ସୂଚନା ମିଳିଛି । ଡ଼ିଜିଟାଲ ଫିଙ୍ଗରପ୍ରିିଣ୍ଟ ରୁ ପରିଚୟ ମିଳିଥିବା ସୂଚନା । ଭୁବନେଶ୍ୱର ବାହାରେ ମହିଳାଙ୍କୁ ହତ୍ୟା କରାଯାଇଛି ।

ପରିଚୟ ପାଇବା ପରେ ପୋଲିସର ତଦନ୍ତ ଯୋରଦାର କରିଛି । ଖୁବଶୀଘ୍ର ପ୍ରେସମିଟ୍ କରି ସୂଚନା ଦେବ ପୋଲିସ । ଏନେଇ ଅଧିକ ତଥ୍ୟ ଓ ପ୍ରମାଣ ଖୋଜା ଚାଲିଛି । ସେପଟେ ହତ୍ୟା କରାଯାଇଥିବା ସ୍ଥାନକୁ ଗଲା ପୋଲିସର ସ୍ପେଶାଲ ଟିମ୍ । ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଂଟ ମ୍ୟାଚିଂ କରିବାକୁ ଯୋଜନା କରାଯାଇଥିବା ଗତକାଲି କମିିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ରାଜଧାନୀ ଭବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଉକ୍ତ ମହିଳାଙ୍କର ମୁଣ୍ଡବିହୀନ ଶବ ମିଳିଥିଲା । ବର୍ତମାନ ମହିଳାଙ୍କ ପରିଚୟ ମିଳିଥିବା ବେଳେ ଆଗାମୀ ସମୟରେ ପରିଚୟ ପ୍ରକାଶ କରାଯିବ ବୋଲି କହିଛି କମିଶନରେଟ୍ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି