Masthead

‘ବାଇ-ଲ’ ପ୍ରତ୍ୟାହାର ଦାବି ଜୋର ଧରିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲିଙ୍ଗରାଜ ମନ୍ଦିରରେ ‘ବାଇ-ଲ’ ବିବାଦ । ୨୪ଘଣ୍ଟା ଭିତରେ ‘ବାଇ-ଲ’ କୁ ପ୍ରତ୍ୟାହର ନକଲେ ମନ୍ଦିର ଆଗରେ ଦୀପ ଲଗାଇ ପ୍ରତିବାଦ କରିବେ ୪ ନିଯୋଗ ସେବାୟତ । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସେବାୟତ । ସେବାୟତ ଅଭିଯୋଗ କରିଛନ୍ତି କି ଏହି ଆଇନ ମାଧ୍ୟମରେ ଠାକୁରଙ୍କୁ ଭାଗଭାଗ କରିବା ପାଇଁ ଉଦ୍ୟମ କରାଯାଉଛି । ୫୦ ବର୍ଷ ହେବ ଏଏସଆଇ କୋଉଠିଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଏପଟେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ସିଂ ଆଜି ସ୍ପଷ୍ଟ କରିଛନ୍ତି କି ଜୀବନ୍ତ ଐତିହ ହୋଇଥିବାରୁ କେବଳ ଶ୍ରୀମନ୍ଦିର ପାଇଁ ଏଏନଏମ ଚିଠା ଅଧିନିୟମକୁ ପ୍ରତ୍ୟାହର କରାଯାଇଛି । ଅନ୍ୟପଟେ ଲିଙ୍ଗରାଜ ମନ୍ଦିର ସହ ଅନନ୍ତବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏହି ନିୟମ ହଟି ନଥିବା ସ୍ପଷ୍ଟ ହୋଇଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ