Masthead

ମାଲକାନଗିରିରେ ଆରମ୍ଭ ହେଲା ପ୍ଲାଜ଼ମାଥେରାପି।

ମାଲକାନଗିରି: ଉପାନ୍ତ ଜିଲ୍ଲା ମାଲକାନଗିରିରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ପ୍ଲାଜ଼ମାଥେରାପି।
ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ବଢି ଚାଲିଥିବା ବେଳେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ରୁ ଅଧିକ। । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ଜିଲ୍ଲା ବାସୀଙ୍କ ପାଇଁ ଆସିଛି ଭଲ ଖବର । ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ଲାଜ଼ମା ଥେରାପି । ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ସଫଳତାର ସହ ରୋଗୀଙ୍କୁ ଦିଆଯାଇଛି ପ୍ଲାଜ଼ମା । କୋରାପୁଟ ରୁ ପ୍ଲାଜ଼ମା ଆଣି ମାଲକାନଗିରି କୋଭିଡ ହସ୍ପିଟାଲରେ ଗୁରୁତ୍ୱର ଥିବା ରୋଗୀଙ୍କୁ ପ୍ରଦାନ କରାଯାଉ ଥିବା ବେଳେ ଗୁରୁତ୍ୱର ଥିବା ରୋଗୀ ମଧ୍ୟ ସୁସ୍ଥ ହେଉଥିବା ଜଣାପଡିଛି । ପ୍ଲାଜ଼ମା ଚିକିତ୍ସା ଆରମ୍ଭ ହେବା ପରେ ଜିଲ୍ଲାରେ ଲୋକେ ଆଶ୍ଵସ୍ଥି ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’