Masthead

ସ୍କୁଟି ଚାଳକ ଦେବେ ୮ହଜାର ୫ ଶହ ଜରିମାନା

ରାୟଗଡା(ବଡ଼ ଖବର ବ୍ୟୁରୋ): ରାୟଗଡା ସହରର ଡିଆଇବି ଛକ ଠାରେ ଗାଡି ଯାଞ୍ଚ ବେଳେ ଜଣେ ସ୍କୁଟି ଚାଳକ ଧରାପଡିଥିଲେ । ଜେକେପୁର ଥାନା ବିସିପୁର ରୋଡ଼ରେ ରହୁଥିବା ସ୍କୁଟି ଚାଳକ ୱାଇ. ସାଗର ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ସହରର ଡିଆଇଭି ଛକ ନିକଟରେ ପରିବହନ ବିଭାଗ କର୍ମଚାରୀମାନେ ଅଟକାଇଥିଲେ ।

ସ୍କୁଟି ଚାଳକ ସାଗର ହେଲମେଟ ପିନ୍ଧି ନଥିବା ବେଳେ ଡ୍ରାଇଭିଂ ଲାଇସେନ୍ସେ ବି ତାଙ୍କର ନଥିଲା। ଅନ୍ୟାନ୍ୟ କାଗଜପତ୍ର ବି ନଥିଲା । ଏବାବଦକୁ ପରିବହନ ବିଭାଗର ଏମଭିଆଇ ଅଶୋକ କୁମାର ପାଣିଗ୍ରାହୀ ଓ ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସାଗରଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା କରାଯାଇଥିଲା । ୧୦୦ କି ହଜାରେ ନୁହେଁ, ୧୮ ହଜାର ୫୦୦ ଜରିମାନା ପକାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ