Masthead

ଟାଟା ହାତରେ ଏବେ ପୂରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମଗ୍ର ଓଡ଼ିଶାର ସଂପୂର୍ଣ୍ଣ ବିଜୁଳି ବିତରଣ ବ୍ୟବସ୍ଥା ଏବେ ଟାଟା ପାୱାର ହାତରେ । ଟାଟା ପାୱାରକୁ ବିଜୁଳି ବିତରଣ ଦାୟିତ୍ୱ ରାଜ୍ୟ ସରକାର ଟେକି ଦେଇଛନ୍ତି । ଓଡ଼ିଶା ଦିବସରୁ ନେସ୍କୋର ପରିଚାଳନା ଦାୟିତ୍ୱ ଟାଟା ପାୱାର ହାତକୁ ଯାଇଛି ।

ପୂର୍ବରୁ ସେସୁ, ୱେସ୍କୋ, ସଉଥକୋକୁ ଟାଟା ପାୱାର ନିଜ ଅଧୀନକୁ ନେଇସାରିଥିଲା । ପୂର୍ବରୁ ସେସୁ , ୱେସ୍କୋ, ସଉଥକୋ ଓ ନେସ୍କୋ ଓଡ଼ିଶାରେ ବିଜୁଳି ବିତରଣ କରିଆସୁଥିଲେ । ଏଣିକି ଏହି ୪ ସଂସ୍ଥା ବଦଳରେ ଟାଟା ପାୱାର ଓଡିଶାବାସୀଙ୍କୁ ଯୋଗାଇବ ବିଜୁଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ