Masthead

ମଣିଷ ଭୁଲିଲା ମାନବିକତା

ଭୋଗରାଇ (ବଡ଼ ଖବର ବ୍ୟୁରୋ): ମଣିଷ ଭୁଲିଲା ମାନବିକତା । ନୃଶଂସତାର ସବୁ ସୀମା ଟପିଲା ମଣିଷ । ମଣିଷ ଡଙ୍ଗାରେ ଯାଉଛି ଅଥଚ ଗାଈଟିକୁ ପାଣିରେ ଟାଣି ଟାଣି ନେଇ ଯାଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅର୍ନ୍ତଗତ ସୁବର୍ଣ୍ଣରେଖା ପଂନ୍ତେଇ ଫେରିଘାଟରେ । ଗାଈଟିକୁ ଅଣନିଶ୍ବାସୀ କରି ନଦୀରେ ଘୋସାରି ଘୋସାରି ଗୋଟିଏ ପାଖରୁ ଅନ୍ୟ ପାଖକୁ ପାର କରାଯାଉଛି ।

ମଣିଷ ଡଙ୍ଗାରେ ପାର ହେଉଥିବା ବେଳେ ଗାଈଟିକୁ ମଧ୍ୟ ଡଙ୍ଗାରେ ଗୋଟିଏ ପାର୍ଶ୍ବରେ ଟଙ୍ଗାଇ ଅନ୍ୟ ପାର୍ଶ୍ବକୁ ପାରି କରୁଛି ନାଉରୀ । ଗଭୀର ଜଳରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ଗାଈଟି ତ୍ରାହି ତ୍ରାହି ଡାକୁଛି । ମାତ୍ର ଡଙ୍ଗାରେ ପାରି ହେଉଥିବା ଯାତ୍ରୀ ଏଦୃଶ୍ୟ ଦେଖି ମଜା ନେଉଛନ୍ତି । ଏଭଳି ପ୍ରତ୍ୟେକ ଦିନ ବାଲିଆପାଳରୁ ଭୋଗରାଇକୁ ଚୋରା ଗୋ ଚାଲାଣ ହଉଛି। ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ପ୍ରଶାସନର ଚିନ୍ତା ନାହିଁ । ଏଭଳି ନୃଶଂସତାର ଘଟଣାକୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ଦାବି କରିଛନ୍ତି ବୁଦ୍ଧିଜୀବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ