Masthead

ଗଣମାଧ୍ୟମ ପ୍ରତିନିଧିଙ୍କୁ ଫରେଷ୍ଟ ଅଧିକାରୀଙ୍କ ଧମକ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବାକୁ ଧମକ ଦେଉଛନ୍ତି ଫରେଷ୍ଟ ଅଧିକାରୀ । ଦୁର୍ନୀତି ବିଷୟରେ ପଚାରିବାରୁ ବୁମ ଠେଲିବା ସହ ମାଡ଼ ମାରିବାକୁ ଧମକ ଦେଉଛନ୍ତି ସୁକିନ୍ଦା ବନ ବିଭାଗ ଫରେଷ୍ଟ ଅଧିକାରୀ । ଯାଜପୁର ଜିଲ୍ଲା ସୁକିନ୍ଦା ବନ ବିଭାଗର ଦାଦାଗିରି ସାମ୍ନାକୁ ଆସିଛି । ସୁକିନ୍ଦା ଅଞ୍ଚଳରେ ଅନେକ ସ୍ଥାନରେ ଚାରା ଘୋଟାଲା ହୋଇଥିବା ନେଇ ସୁକିନ୍ଦା ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଆକାଉଣ୍ଟ ଅଧିକାରୀ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଛନ୍ତି ।

ସୂଚନା ଅନୁସାରେ, ସୁକିନ୍ଦା ଅଞ୍ଚଳରେ ଅନେକ ସ୍ଥାନରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ଚାଲିଥିବା କାମରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ବନ ବିଭାଗ କାର୍ଯ୍ୟାଳୟ ଯାଇଥିଲେ ବଡ଼ ଖବର ପ୍ରତିନିଧି । ଏହି ସମୟରେ ଆକାଉଣ୍ଟ କର୍ମଚାରୀ ଭାବେ କାମ କରୁଛଥିବା ଜ୍ୟୋତିରଞ୍ଜନ ଜେନା ଆସି ଗେଟ ବନ୍ଦ କରିବାକୁ କହିବା ସହ କିଏ ନାହିଁ କିଏ ଆସି ପଶି ଯାଉଛନ୍ତି ଅଫିସ ରେ କାହିଁକି ଗେଟ ଖୋଲୁଛ ବୋଲି ସିକୁରିଟି ଗାର୍ଡକୁ କହିଥିଲେ । ଏବଂ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିବା ବେଳେ ଦୁର୍ବ୍ୟବହାର କରିଥିଲେ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା