Masthead

ଆଜି ୧୭୦୦ ପାର ପଜିଟିଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଲହର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୦୧୫ ଓ ଲୋକାଲ କେସ ୭୨୬ । ପଶ୍ଚିମ ଓଡିଶାରେ କରୋନା ଆତଙ୍କ ଖେଳାଇଛି । ଆଜି ବି ସୁନ୍ଦରଗଡ ପାଲଟିଛି ହଟସ୍ପଟ । କାଲିଠାରୁ କମ ରହିଛି ଆଜି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୩୧୭ ଥିବା ବେଳେ ଆଜି ୨୬୮ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ୨୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱର ୧୫୮, ସମ୍ବଲପୁର ୧୨୧, କଳାହାଣ୍ଡି ୧୧୪, ନୂଆପଡାରୁ ୯୬,ବରଗଡ ୯୭, ବଲାଙ୍ଗିର ୯୩, ନବରଙ୍ଗପୁର ୮୦, କଟକ ୫୮, ପୁରୀ ୫୪,କେନ୍ଦୁଝର ୫୩, ଝାରସୁଗୁଡା ଓ ଅନୁଗୁଳରୁ ୪୩,ଷ୍ଟେଟ ପୁଲରୁ ୪୬, ମୟୁରଭଞ୍ଜ ୩୯, ଯାଜପୁର ୩୮, ରାୟଗଡା ୩୫, ଗଜପତି ୧୪, ସୋନପୁର ୧୩, ଭଦ୍ରକ ୧୧, କୋରାପୁଟ,ଗଞ୍ଜାମ, ଦେଓଗଡ ଓ ଜଗତସିଂହପୁରରୁ ୯, କନ୍ଧମାଳ ୮, ନୟାଗଡ ୭, ବୌଦ୍ଧ ୫, ମାଲକାନାଗିରି ୩, କେନ୍ଦ୍ରାପଡା ଓ ଢେଙ୍କାନାଳରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୧ ହଜାର ୩୦୨ ରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ