Masthead

ବିକାଶ ସେନା ତରଫରୁ ନିଃଶୁଳ୍କ ସାନିଟାଇଜ ବ୍ୟବସ୍ଥା

ଟିଟିଲାଗଡ (ବଡ ଖବର ବ୍ୟୁରୋ): ଦିନକୁ ଦିନ ଟିଟିଲାଗଡ଼ ସହରରେ କରୋନା କାୟା ବିସ୍ତାର କରୁଥୁବା ବେଳେ ପ୍ରତିଦିନ ବହୁତ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ତେବେ ଏହି ପରିପ୍ରେକ୍ଷିରେ ଟିଟିଲାଗଡ ବିକାଶ ସେନା ତରଫରୁ ପ୍ରତିଦିନ ବିଭିନ୍ନ ୱାର୍ଡରେ ଆକ୍ରାନ୍ତଙ୍କ ଘରକୁ ଘର ଯାଇ ନିଃଶୁଳ୍କ ସାନିଟାଇଜ କରାଯାଉଛି | ଗତକାଲି ଟିଟିଲାଗଡର ୱାର୍ଡ ନମ୍ବର ୧,୩,୪,୬ ଏବଂ ୧୪ ର ୧୦ ରୁ ଉର୍ଦ୍ଧ ଘର ସାନିଟାଇଜ କରାଯାଇଥିଲା | ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ତ୍ୱରେ କମିଟି ସଦସ୍ୟ ପବିତ୍ର ହାତୀ ନିଜ ଜୀବନକୁ ବାଜି ଲଗାଇ ଏହି ସବୁ କାମ ଜାରି ରଖିଛନ୍ତି ଏବଂ ତାଙ୍କୁ ସହଯୋଗ କରୁଛନ୍ତି ଆସିଫ ଖାନ । ତେବେ ଆଗାମୀ ଦିନରେ ମଧ୍ୟ ଏହି ସେବା ଜାରି ରହିବ ବୋଲି ଟିଟିଲାଗଡ଼ ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ କହିଛନ୍ତି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?