Masthead

ସ୍କୁଟିରେ ବୁହା ହେଲା ଶବ

ବେଲପଡ଼ା (ବଡ଼ ଖବର ବ୍ୟୁରୋ): କରୋନା କବଳରେ ସାରା ଦେଶ । ରାଜ୍ୟରେ ବି ସଙ୍ଗୀନ ସ୍ଥିତି । ଏହା ଭିତରେ କିଛି କରାଳ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲପଡା ବ୍ଲକ ସଲଣ୍ଡି ଗାଁରେ । କୋଭିଡ ଆକ୍ରାନ୍ତ ଉଦ୍ଧବ ବେହେରାଙ୍କ ମୃତ୍ୟୁ ପରେ ନିଜ ବାପାଙ୍କ ଶବକୁ ଦୁଇ ପୁଅ ସ୍କୁଟରେ ମଶାଣୀକୁ ନେଇଛନ୍ତି ।

ପିପିଇ କିଟ ପିନ୍ଧି ଶୁମ୍ଭୁ ବେହେରା ଓ ଦେବତ୍ୟ ବେହେରା ଗାଁର ଏକ ନିଛାଟିଆ ସ୍ଥାନକୁ ନେଇ ଶେଷକୃତ୍ୟ ସଂପର୍ଣ୍ଣ କରିଛନ୍ତି । କୋଭିଡ ସଂକ୍ରମଣ ହୋଇଥିବାରୁ ଜାତି ଭାଇ ଭୟରେ ତାଙ୍କ ପାଖକୁ ଆସିନଥିଲେ । କରୋନା ପାଇଁ ସମୟ ଏମିତି ହେଲେଣି ଯେ କୋକେଇରେ ଶବକୁ ବୋହିନେବା ବଦଳରେ ସ୍କୁଟିରେ ଗଲା ମଶାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ