Masthead

ମାସ୍କ ପାଇଁ ହ୍ରାସ ପାଉଛି ଶ୍ୱାସ ରୋଗୀଙ୍କ ସଂଖ୍ୟା

(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଯାହାର ଅନେକ ଉପକାର ମଧ୍ୟ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟଜନକ ଶ୍ୱାସରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଶ୍ୱାସ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ ସଂଖ୍ୟା ଏହା ମଧ୍ୟରେ ୬୫% ହ୍ରାସ ପାଇଥିବା ରିପୋର୍ଟରୁ ଜଣା ପଡ଼ିଛି । ସେହିପରି ଗତବର୍ଷ ଫ୍ଲୁ ଭୂତାଣୁ ସଂକ୍ରମଣ ମଧ୍ୟ କମିଥିବା ମତ ଦେଇଥିଲେ ଇସ୍ରାଇଲର ବୈଜ୍ଞାନିକ ମାନେ ।

ସେହିପରି ମାସ୍କ ପିନ୍ଧିବା ଅନ୍ୟ ଏକ ଉପକାର ମଧ୍ୟ କରୁଛି । ଲୋକ ମାନଙ୍କ ନାକ ପାଟିରେ ହେଉଥିବା ଋତୁକାଳୀନ ଆଲର୍ଜୀ କମୁଥିବା ସୂଚନା ମିଳିଛି । ଇସ୍ରାଇଲରେ ମାସ୍କ ପିନ୍ଧିବା କଟକଣାକୁ ଉଠାଇ ଦିଆଯାଇଥିଲେ ମଧ୍ୟ ସର୍ବସାଧାରଣ ଯାଗାରେ ଏହି କଟକଣା ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି ଇସ୍ରାଇଲ ସରକାର । ସେହିପରି କୌଣସି ବଡ଼ ସମାବେଶରେ ଯୋଗ ଦେଉଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଫ୍ଲୁ ସଂକ୍ରମରରେ ହ୍ରାସ ଘଟିଥିବା କାରଣରୁ ସ୍ୱିଜରଲ୍ୟାଣ୍ଡର ଦୁଇ ବୃହତ ଔଷଧ କମ୍ପାନୀ ଆଖିଦୃଷ୍ଟିଆ ଲାଭ ପାଇ ପାରିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ