Masthead

ପ୍ଲାଜମା ସୃଷ୍ଟି କରୁଛି ଭାଇରସର ଭିନ୍ନ ଭିନ୍ନ ରୂପ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ଼ ରୋଗୀଙ୍କ ପାଇଁ ପ୍ଲାଜମା ବିପଦ ହୋଇପାରେ । ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛି ଆଇସିଏମଆର । ଏହାଛଡ଼ା କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଆବଶ୍ୟକ ନଥିଲେ ଏହାର ବ୍ୟବହାର କରିବାକୁ ମଧ୍ୟ ବାରଣ କରିଛି ଆଇସିଏମଆର । ପ୍ରଥମ ଲହରରେ କରୋନାରୁ ଭଲ ହୋଇଥିବା ବ୍ୟକ୍ତଙ୍କ ଠାରୁ ପ୍ଲାଜମା ଆଣି ଗୁରୁତର ରୋଗୀଙ୍କ ପାଇଁ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ସେମାନେ ଭଲ ହେଉଥିବା କୁହାଯାଉଥିଲା ।

ତେବେ ଅନେକ କ୍ଷେତ୍ରରେ ଏହା ସତ ପ୍ରମାଣିତ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ଗବେଷଣାରୁ ଜଣା ପଡ଼ିଛି ଯେ, ପ୍ଲାଜମା ବ୍ୟବହାର ଦ୍ୱାରା ଭାଇରସର ଭିନ୍ନ ଭିନ୍ନ ରୂପ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଏବେ ବି ପ୍ଲାଜମା ସନ୍ଧାନରେ ଲୋକେ ମେଡିକାଲରେ ଭିଡ଼ ଜମାଉଛନ୍ତି । ତେଣୁ ତୁରନ୍ତ ଏହାର ବ୍ୟବହାର ଉପରେ କଟକଣା ଲଗାଯିବା ଦରକାର ବୋଲି ଆଇସିଏମଆର କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ