Masthead

ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ, ୩ଜିଲ୍ଲାକୁ କଟକଣା କୋହଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢ଼ିଲା ଲକଡାଉନ ଅବଧି । ଜୁନ ୧୭ ତାରିଖ ଯାଏଁ ବଢ଼ିଲା ଲକଡାଉନ ଅବଧି । ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଉ ୧୬ଦିନ ବଢ଼ିଲା ଲକଡାଉନ । ସପ୍ତାହନ୍ତ ସଟଡାଉନ ପୂର୍ବ ପରି ଜାରି ରହିବ । ଦୈନିକ ସଂକ୍ରମଣ ୧୦% ରହୁଥିବା ୩ଟି ଜିଲ୍ଲାରେ କଟକଣା କୋହଳ । ଗଜପତି, ନୂଆପଡ଼ା, ସୁନ୍ଦରଗଡ଼ ପାଇଁ କୋହଳ ହେଲା କଟକଣା ।

ଏହି ଜିଲ୍ଲାରେ ଦିନ ୧ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ସହିତ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲିବ । ତେବେ ସେଲୁନ, ମଲ ଆଦି ଖୋଲାଯାଇ ପାରିବନି । ୩ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଯଦି ବୃଦ୍ଧି ପାଇବ ତେବେ କୋହଳ ପ୍ରତ୍ୟାହାର କରାଯିବ । ରାଜ୍ୟର ଅନ୍ୟ ଜିଲ୍ଲାରେ ପୂର୍ବ ଭଳି ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଦେକାନ ଖୋଲାଯିବ । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ୧୬ ଦିନ ଲକଡାଉନ ମଧ୍ୟରେ ସଂକ୍ରମଣ ହ୍ରାସ ଘଟିବ ତେବେ ଲକଡାଉନକୁ କୋହଳ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’