Masthead

ସାଇକେଲକୁ ସାଥୀ କରିଛନ୍ତି ଶତାୟୁ ନରହରି

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ଵ ସାଇକେଲ ଦିବସ । ଏହାକୁ ଦୃଷ୍ଟରେ ରଖି ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାକୁ ପ୍ରୟାସ କରୁଛନ୍ତି ଜଣେ ଶତାୟୁ । ବୟସ ଏବେ ଶହେ ପାର ହେଲାଣି କିନ୍ତୁ ସାଇକେଲ ହେଉଛି ତାଙ୍କ ସାଥୀ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ପରିବେଷ ପାଇଁ ସାଇକେଲ ହେଉଛି ଏକ ମାଧ୍ୟମ । ଯାହା କୁହନ୍ତି ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦପୁର ଶାସନ ଗ୍ରାମର ଶହେ ବର୍ଷର ବୃଦ୍ଧ ନରହରି କର । ବୟସ ରଅପରାହ୍ନରେ ପହଞ୍ଚି ଥିଲେ ମଧ୍ୟ ପ୍ରତ୍ୟେକ ଦିନ ସାଇକେଲରେ ହିଁ ବାହାରି ଯାଆନ୍ତି ନିଜ ପୂଜା କାର୍ଯ୍ୟ କରିବାକୁ । ଯେତେବେଳେ ନରହରିଙ୍କୁ ଦଶ ବର୍ଷ ହୋଇଥିଲା ସେ ସେହି ବୟସରୁ ଆଜି ପର୍ଯ୍ୟନ୍ତ ସାଇକେଲ ହିଁ ତାଙ୍କର ସାହା ଭରସା ।

ସେହିପରି ଅସ୍ତରଙ୍ଗ ପଞ୍ଚାୟତର ମନମୋହନ ପରିଡା ନିଜ ସାଇକେଲ ପ୍ରତି ଏତେ ରୁଚି ନିଜେ ସାଇକେଲକୁ ନିଜ ଡିଯାଇନି କରନ୍ତି । ସାଇକେଲ ପାଇଁ ସେ ବିଭିନ୍ନ ଜାଗା ମଧ୍ୟ ଯାଆନ୍ତି । କିନ୍ତୁ ଆଶ୍ଚର୍ୟ୍ୟ କଥା ନରହରି କର ଶହେ ବୟସ ଶହେ ବର୍ଷରୁ ଉର୍ଦ୍ଧ ହେଲେ ମଧ୍ୟ ପ୍ରତ୍ୟେକ ଦିନ ସାଇକେଲ ଚଳାଇ ନିଜ ଗ୍ରାମ ଠାରୁ ଦୂର ଦୁରାନ୍ତ ମନ୍ଦିର ପୂଜାର୍ଚନା କରିବାକୁ ଯାଆନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼