Masthead

ନିଜ ବେକରେ ଛୁରୀ ମାରିଲେ କୋଭିଡ ରୋଗୀ

ଟାଙ୍ଗୀଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଟାଙ୍ଗୀ ଡ୍ରିମ୍ କୋଭିଡ୍ କେୟାରରେ ନିଜ ବେକକୁ ନିଜେ ଛୁରୀ ମାରିଲେ କୋଭିଡ୍ ରୋଗୀ । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ କୋଭିଡ୍ କେୟାର ସେଣ୍ଟରରେ। ଗୁରୁତର ଅବସ୍ଥାରେ ରୋଗୀକୁ ଏବେ କଟକ ଏସସିବି ସର୍ଜରୀ ବିଭାଗକୁ ଅଣାଯାଇଛି । କିଛି ସମୟ ପରେ ଅସ୍ତ୍ରପଚାର କରାଯାଇ ଅଧା ପଶି ରହିଥିବା ଛୁରୀ କଢ଼ାଯିବ ।

ତେବେ କୋଭିଡ୍ ରୋଗୀ ଜଣଙ୍କ ଘର କଟକରେ ଦୁଇ ଦିନ ହେଵ ସେ କୋଭିଡ୍ କେୟାର ସେଣ୍ଟର ଯାଇଥିଲେ । ଘରୁ ଗଲା ବେଳେ ଫଳ କାଟି ଖାଇବା ପାଇଁ ସାଙ୍ଗରେ ଏକ ଛୋଟ ଛୁରୀ ନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି । ତେବେ ବୋଧ ହୁଏ ଗୋଟିଏ ପଟେ ଲକଡାଉନ ଯୋଗୁଁ ତାଙ୍କ ମୋବାଇଲ ଦୋକାନ ବନ୍ଦ ଅଛି ଅନ୍ୟପଟେ ସେ ରୋଗାଗ୍ରସ୍ତ ତେଣୁ ମାନସିକ ଚାପରେ ଏଭଳି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା