Masthead

ହାତୀ ଆତଙ୍କ, ଫସଲ ନଷ୍ଚ କଲେ, ଘର ଭାଙ୍ଗିଲେ

ରାୟଗଡା (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଗାଁ ଅଞ୍ଚଳରେ ଏକ ହାତୀ ପଲ ଆସି ଗାଁ ନିକରେ ଥିବା ୨ ଟି ଘର ଭାଙ୍ଗିଦେବା ସହ ସୋଲାର ପ୍ଲେଟ , ସପୁରୀ, କଦଳୀ ଓ ଆମ୍ବ ଗଛ ସବୁ ନଷ୍ଟ କରିଦେଇଛନ୍ତି | ନିକଟ ନିୟମଗିରୀ ପାହାଡରେ ସେହି ହାତୀ ପଲ ଥିବା ଜଣା ପଡିଛି ଓ ଏହି ହାତୀ ପଲରେ ୩ ଦନ୍ତା ହାତୀ ସହ ୧୩ ଟି ହାତୀ ଥିବା ଜଣାପଡିଛି | ଏଥିରୁ ଅଳ୍ପକେ ବଞ୍ଚିଯାଇଛନ୍ତି ସେହି ଅଞ୍ଚଳର ଯୋଶୋଦା ସାହୁ |

ସେ ତାଙ୍କ ଘରେ ଶୋଇ ଥିବା ବେଳେ ହାତୀ ପଲ ଆସି ତାଙ୍କ ଘର ଭାଙ୍ଗି ଦେବା ସହ ଘରର ଆସବାବ ପତ୍ର ନଷ୍ଟ କରିଦେଇଥିଲେ | ଖବର ପାଇ ମୁନିଗୁଡା ରେଞ୍ଜରଙ୍କ ନିର୍ଦ୍ଧେଶ କ୍ରମେ ବନ ବିଭାଗର ଅଧିକାରୀ ମାନେ ଗାଁରେ ପହଞ୍ଚି ଲୋକଙ୍କ ତଥ୍ୟ ସଂଗ୍ରହ କରିଥିବା ବେଳେ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବବୋଲି କହିଛନ୍ତି ଫରେଷ୍ଚର ଓ ଏପଟେ ହାତୀ ପଲକୁ ଦେଖି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି |ୋ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ