ପେଟ୍ରୋଲ, ଡିଜେଲ, ଗ୍ୟାସ ମହଙ୍ଗା ମାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢୁଛି ଦର । କରୋନା ସଙ୍କଟ ସମୟରେ ମହାଙ୍ଗା ମାଡ । ବୋଝ ଉପରେ ନଳିତା ବିଡା କହିଲେ ଭୁଲହେବ ନାହିଁ । ପେଟ୍ରୋଲ, ଡିଜେଲ ପରେ ରନ୍ଧନ ଗ୍ୟାସର ଚିନ୍ତା ଘାରିଛି ଲୋକଙ୍କୁ । ପେଟ୍ରୋଲ, ଡିଜେଲ ପରେ ଗ୍ୟାସ ଦର ମହଙ୍ଗା ।

ଛଅ ମାସରେ ୧୪୦ ଟଙ୍କା ବୃଦ୍ଧି ହୋଇଛି । ଗତ ୭ ବର୍ଷରେ ଦୁଇ ଗୁଣା ଦର ବୃଦ୍ଧି । ଦର ଦାମ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନାହିଁ । ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ମହଙ୍ଗା । ରନ୍ଧନ ଗ୍ୟାସ, ଇନ୍ଧନ ଦର ବୃଦ୍ଧିକୁ ନେଇ ଖାଉଟି ହେଉଛନ୍ତି ହନ୍ତସନ୍ତ । ପେଟ୍ରୋଲର ଦର ୧୦୦ ତଳକୁ ଖସୁନି । ଡିଜେଲ ୯୭ ଟଙ୍କା ଥିବା ବେଳେ ଗ୍ୟାସ ଦର ୮୬୧ ଟଙ୍କା ଉପରେ ରହିଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ