Masthead

ମାନବିକତା ଭୁଲିଗଲା ଝିଅ: ବାପାକୁ ଶୁଆଇଦେଲା ଅଳିଆଗଦାରେ

ଡେଲାଙ୍ଗ (ବଡ଼ ଖବର ବ୍ୟୁରୋ): ମାନବିକତା ଭୁଲିଗଲା ଝିଅ । ଏଭଳି ଝିଅ ସଂସାରରେ ବିରଳ । ଭୁଲିଗଲା ବାପାଝିଅର ସମ୍ପକ । ଅସହାୟ ଅବସ୍ଥାରେ ବାରିପଟେ ଅଳିଆଗଦାରେ ଶୁଆଇ ଦେଇଛି ନିଜ ବାପାକୁ । ଏଭଳି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ । ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଘନୀପୁର କୁଣ୍ଡ ସାହିରେ ।

ଏଭଳି ଦୃଶ୍ୟ ଦେଖିଲେ ନିଜ ସନ୍ତାନଙ୍କ ପ୍ରତି ପିତାମାତାଙ୍କର ଭରସା ତୁଟି ଯିବ । ସବୁ ବାପାମା ଚାହାଁନ୍ତି ତାଙ୍କ ବୟସ୍କ ସମୟରେ ତାଙ୍କ ପୁଅଝିଅ ତାଙ୍କ ସାହାର ହେବ । ହେଲେ ଏଭଳି ଘଟଣା ଶୁଣିଲେ ଲାଗୁଛି ମଣିଷ ସମାଜରେ ମାନବିକତା ଆଉ ନାହିଁ । ଡେଲାଙ୍ଗ ପୋଲିସ ଓ ସ୍ୱଚ୍ଛା ସେବୀ ସଂଗଠନର ଲୋକେ ରାତି ୪ଟାରେ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ