Masthead

ସଂସ୍କୃତି ସୁରକ୍ଷା ଅଭିଯାନ ମଞ୍ଚର ଗଣ ବିକ୍ଷୋଭ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଗଣ ବିକ୍ଷୋଭ । ଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କୁ ଦଣ୍ଡବିଧାନ ଦାବି କରିଛି ଏହି ମଞ୍ଚ। ଜଗନ୍ନାଥ ଓ ସନାତନ ସଂସ୍କୃତିକୁ ରାଜ୍ୟରେ ସୁଚିନ୍ତିତ ଭାବରେ ନଷ୍ଟ କରାଯାଉଛି ବୋଲି ଅଭିଯୋଗ କରିଛି ସଂସ୍କୃତି ସୁରକ୍ଷା ଅଭିଯାନ ମଞ୍ଚ । ରତ୍ନ ଭଣ୍ଡାର ପ୍ରସଙ୍ଗ ଠାରୁ ଆରମ୍ଭ କରି ଚାରିଦ୍ଵାର ଖୋଲିବା ପ୍ରସଙ୍ଗ, ଧାଡ଼ି ଦର୍ଶନ, ଜଗନ୍ନାଥ ଦର୍ଶନ ପାଇଁ ଭକ୍ତଙ୍କ ପ୍ରତୀକ୍ଷା, ଯନ୍ତ୍ରଣା ଆଦି ପ୍ରସଙ୍ଗରେ ବର୍ଷିଛି ସଂସ୍କୃତି ସୁରକ୍ଷା ଅଭିଯାନ ମଞ୍ଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା