Masthead

ବୋଲବମ ବନ୍ଦ କର ନ ହେଲେ ପରାମର୍ଶ ନୁହେଁ ନିର୍ଦ୍ଦେଶ ଦେବୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସ୍ୱାସ୍ଥ୍ୟ ଓ ଜୀବନ ଧାରଣ କରିବାର ଅଧିକାର ସବୁଠାରୁ ଆଗରେ । ଏପରି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଉତ୍ତରପ୍ରଦେଶ ସରକାରଙ୍କୁ ବୋଲବମ ଯାତ୍ରା ଆୟୋଜନ ବିଷୟରେ ପୁନର୍ବିଚାର କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ସବୁଆଡ଼େ କରୋନା ବ୍ୟାପୁଥିବା ବେଳେ କାଉଡ଼ି ଯାତ୍ରାକୁ ୟୁପି ସରକାର ଅନୁମତି ଦେିଥିଲେ । ଯାହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା ।

ଆଜି ଏହାର ଶୁଣାଣି କରି କୋର୍ଟ କହିଛନ୍ତି, “ଆମେ ସମସ୍ତେ ଭାରତର ନାଗରିକ। ଧାରା-୨୧ରେ ଥିବା ଜୀବନ ଧାରଣ ଅଧିକାର ସମସ୍ତଙ୍କର ରହିଛି। ଉତ୍ତର ପ୍ରଦେଶ କେବେ ହେଲେ ଫିଜିକାଲ ବା ଲୋକଙ୍କୁ ନେଇ କାଉଡ଼ି ଯାତ୍ରା କରିପାରିବ ନାହିଁ। କେବେ ହେଲେ କାଉଡ଼ି ଯାତ୍ରା କରାଯାଇ ପାରିବନି।” ମାମଲାର ଶୁଣାଣିକୁ ସୋମବାରକୁ ଘୁଞ୍ଚାଇ କୋର୍ଟ କହିଛନ୍ତି, ଆମେ ରାଜ୍ୟ ସରକାରଙ୍କୁ ଆଉ ଗୋଟିଏ ସୁଯୋଗ ଦେଉଛୁ। ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଯଦି ସେମିତି କିଛି ନ ହେବ, ତା’ହେଲେ କୋର୍ଟ ନିର୍ଦ୍ଦେଶ ଜାରି କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ