Masthead

ବଢୁଛି ଅଡ଼ୁଆ: ଗର୍ଜିଲେ ଛଟେଇ କର୍ମଚାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅମାନବିକାତର ଚରମସୀମାରେ ପହଞ୍ଚିଛି ଟାଟା । ସରକାରଙ୍କ ହାତରୁ ବିଦ୍ୟୁତ ପରିଚାଳନ ଦାୟିତ୍ୱ ନେବା ପରେ ଟାଟା କମ୍ପାନୀ ଚଳାଇଛି ମନମାନି । ମନ୍ତ୍ରୀ, ସାଂସଦଙ୍କ ପ୍ରତିଶୃତି ପରେ ମଧ୍ୟ ସାତ ହଜାର ପାଞ୍ଚ ଶହ କର୍ମଚାରୀ ଛଟେଇ କଲା କମ୍ପାନୀ ।

କେବଳ ସାଧାରଣ କର୍ମଚାରୀଙ୍କୁ ଛଟେଇ କରିନି ଟାଟା । ଏହା ଭିତରେ ରହିଛନ୍ତି ଅନେକ ଦିବ୍ୟାଙ୍ଗ କର୍ମଚାରୀ । ଭୁବନେଶ୍ୱର ଇଡ଼କୋ ଟାୱାର ସମ୍ମୁଖରେ ଗର୍ଜିଛନ୍ତି ଛଟେଇ ହୋଇଥିବା ଟାଟା କର୍ମଚାରୀ । ସମାଧାନ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି, ଛଟେଇ କର୍ମଚାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ