Masthead

ଗୋଟିଏ ମିସ କଲରେ ବି ହ୍ୟାକ୍ ହେଉଛି ଫୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସବୁଆଡ଼େ ଗୋଟିଏ ଚର୍ଚ୍ଚା । ପେଗାସସ । ଭାରତ ସମେତ ଅନେକ ଦେଶକୁ ଏହା ଦୋହଲାଇ ଦେଇଛି । ଅନେକ ଭାରତୀୟ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକଙ୍କ ସମେତ ବହୁ ବଡ଼ ବଡ଼ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡ଼ିଛି । ତେବେ ଏହି ହ୍ୟାକିଂ କୌଣସି ଲିଙ୍କରେ କ୍ଲିକ କଲେ ହେବନାହିଁ ଗୋଟିଏ ମିସ କଲ ଦ୍ୱାରା ବି ଆପଣଙ୍କ ଫୋନ ହ୍ୟାକ ହୋଇପାରେ ।

କେତେବେଳେ ବି ଆପଣଙ୍କ କ୍ୟାମେରା ଅନ କରି ଆପଣ କ’ଣ କରୁଛନ୍ତି ତାହା ଦେଖିପାରିବ । ଶୁଣିବାକୁ ବହୁ ଡର ଲାଗୁଥିଲେ ମଧ୍ୟ ଦୁନିଆର ପ୍ରାୟ ୫୦ହଜାର ଲୋକଙ୍କ ଫୋନ ହ୍ୟାକ କରାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୩୦୦ ଭାରତୀୟ ବି ରହିଛନ୍ତି । ଅନେକ ଭାରତୀୟ ମନ୍ତ୍ରୀ, ରାଜନେତା, ବିରୋଧୀ ଦଳ ନେତା, ସାମ୍ବାଦିକ, ବୈଜ୍ଞାନିକଙ୍କ ସମେତ ବ୍ୟବସାୟୀଙ୍କ ଫୋନ ନମ୍ବର ହ୍ୟାକ ହୋଇଥିବା ଜଣାପଡିଛି। ଇସ୍ରାଇଲୀ ସ୍ପାଇ ୱେୟାର ପେଗାସସ ଦ୍ୱାରା ଅନେକ ଫୋନ ନମ୍ବର ହ୍ୟାକ ହେବା ଖବର ପ୍ରକାଶ ପାଇବା ପରେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ