Masthead

କେକ ତିଆରି କରି ଚର୍ଚ୍ଚାରେ ସନ୍ଧ୍ୟା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ୟୁଟୁଭ ସିଖାଇଲା ବଞ୍ଚିବାର ରାହା । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମଙ୍ଗରାଜପୁର ଅଞ୍ଚଳର ସନ୍ଧ୍ୟାରଣୀ ପାଣିଗ୍ରାହୀ ରଙ୍ଗ ବେରଙ୍ଗର କେକ ତିଆରି କରିପାରୁଛନ୍ତି । କେକ ଦୋକାନ ଖୋଲି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗ୍ରାଜୁଏସନ ସାରିବା ପରେ ଚାକିରି ପଛରେ ନ ଧାଇଁ ସନ୍ଧ୍ୟା ତିଆରି କରୁଛନ୍ତି କେକ ।

ନୂଆ ନୂଆ ଡିଜାଇନର ବିଭିନ୍ନ ସାଇଜର ସେ କେକ୍ ତିଆରି କରୁଛନ୍ତି । ଷ୍ଟ୍ରବେରୀ, ଭେନିଲା, ବଟର ସ୍କଚ, ପାଇନା ଆପୁଲ, ରସ ମଲେଇ, ଚକଲେଟ ଫ୍ଲେଭରର କେକ୍ ତିଆରି କରି ନିଜ ଖର୍ଚ୍ଚ ମେଣ୍ଟେଇବା ସହ ପରିବାରକୁ ମଧ୍ୟ ଆର୍ଥିକ ସହଯୋଗ କରୁଛନ୍ତି ସନ୍ଧ୍ୟାରାଣୀ । ୟୁଟୁଭରୁ ସେ କେକ ତିଆରି ଶିଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ