ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଆବେଦନ କଲା ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଚାଲୁ ରହିଛି ଟିକାକରଣ ବ୍ୟବସ୍ଥା । କରୋନାର ଡବଲ ଡୋଜ ଟିକା ସମସ୍ତେ ନେଉଥିବାବେଳେ ଏବେ ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଆବେଦନ କଲା ଜନସନ ଆଣ୍ଡ ଜନସନ । ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ନିକଟରେ କଲା ଆବେଦନ । ଆମେରିକାର ୧୩୪ବର୍ଷ ପୁରୁଣା ଏହି କମ୍ପାନୀ ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ନିକଟରେ ଆବେଦନ କରିଛି ।

ପୂର୍ବରୁ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକାର ଟ୍ରାଏଲ ପାଇଁ ଅନୁମତି ମାଗିଥିଲା । ଏହି କରୋନା ବିରୋଧରେ ୮୫ପ୍ରତିଶତ ଅଧିକ ଫଳପ୍ରଦ ହେବା ବୋଲି କମ୍ପାନୀ ଦାବି କରିଛି । ଏହି ଟିକାକୁ ବାୟୋଲୋଜିକାଲ-ଇ -ଲିମିଟେଡର ସହଯୋଗରେ ଜନସନ ଏହି ଟିକାକୁ ବଜାରକୁ ଛାଡିବ । ଯଦି ଏହି ଟିକାର ବ୍ୟବହାରକୁ ଅନୁମତି ମିଳିଲେ, ମଡେନା ପରେ ଜନସନ ହେବ ଦ୍ୱିତୀୟ ଆମେରିକୀୟ ଟିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ