Masthead

କଂଗ୍ରେସ ନେତା ମନ୍ତ୍ରୀଙ୍କ ସମେତ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଲକଡ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ବିଭିନ୍ନ ନେତାଙ୍କ ସମେତ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଲକ୍ ହୋଇଛି । ତେବେ ଏହାପଛରେ ବିଜେପିର ହାତ ଥିବା କଂଗ୍ରେସ ଅଭିଯୋଗ କରିଛି । ନିଜ ଫେସବୁକ ଓ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟ ଲକ ହେବା ସମ୍ପର୍କରେ କଂଗ୍ରେସ ସୂଚନା ଦେଇଛି । ତେବେ କଂଗ୍ରେସ ଟ୍ୱିଟରର ନିୟମ ଉଲଂଘନ କରୁଥିବା କାରଣରୁ ଟ୍ୱିଟର ଲକ ହୋଇଥିବା ଟ୍ୱିଟର ଦର୍ଶାଇଛି ।

କଂଗ୍ରେସ ଏହି ସ୍କ୍ରିନଶଟ୍‌କୁ ଶେୟାର କରି ଲେଖିଛି ଯେ “ଆମ ନେତାମାନଙ୍କୁ ଯେତେବେଳେ ଜେଲରେ ଭର୍ତ୍ତି କରି ଦିଆଯାଇଥିଲା ସେତେବେଳେ ଆମେ ଡରି ନଥିଲୁ। ଏପରି ସ୍ଥିତିରେ ଆମ ଟ୍ୱିଟର ଆକାଉଣ୍ଟକୁ ଲକଡ କରିଦେଲେ ଆମେ କାହିଁକି ଡରିବୁ? ଆମେ ସମସ୍ତେ କଂଗ୍ରେସ। ଏହା ଲୋକଙ୍କ ବାର୍ତ୍ତା। ଆମେ ଲଢ଼େଇ କରିବୁ ଓ ଲଢ଼େଇ ଜାରି ରଖିବୁ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ