Masthead

୩ ବର୍ଷରେ ପ୍ରଥମ ଥର ବିନା ବାଧାରେ ଜମ୍ମୁ-କାଶ୍ମୀରରେ ସ୍ୱାଧୀନତା ଦିବସରେ ଚାଲିଲା ଇଣ୍ଟରନେଟ

ଜମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ଲାଗି ରହିଛି ଇଣ୍ଟରନେଟ ସମସ୍ୟା । ତେବେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଗତ ୩ ବର୍ଷରେ ପ୍ରଥମ ଥରପାଇଁ ବାଧା ଶୂନ୍ୟ ରହିଛି ଇଣ୍ଟରନେଟ ସେବା । ଯାହା ଦ୍ୱାରା ସ୍ୱାଧୀନତା ଦିବସ ପାଳନରେ କୌଣସି ଅସୁବିଧା ହୋଇନଥିବା ମଧ୍ୟ ଜଣାପଡ଼ିଛି ।

ଏନେଇ ସୂଚନା ଦେଇଛନ୍ତି ସରକାରୀ ଅଧିକାରୀ । ପୋଲିସ ଇନସପେକ୍ଟର ଜେନେରାଲ ବିଜୟ କୁମାର ଏନେଇ ଏକ ଟ୍ୱିଟ କରିଛନ୍ତି । ତେବେ ୨୦୦୫ ଅଗଷ୍ଟ ୧୫ ତାରିଖରେ ଆତଙ୍କବାଦୀମାନେ ଭାରତକୁ ଟାର୍ଗେଟ କରି ଦେଶର ସ୍ୱାଧୀନତା ଦିବସରେ ମୋବାଇଲ ଫୋନ ବ୍ୟବହାର କରି ବକ୍ସି ଷ୍ଟାଡିଅମ ବାହାରେ ଏକ ବିସ୍ଫୋରଣ କରିଥିଲେ ।

ଯାହାକି ସ୍ୱାଧୀନତା ପାଳନ କରିବାରେ ଏକ ବଡ଼ ବାଧା ସୃଷ୍ଟି କରିଥିଲା । ଏବଂ ଏହା ପରଠୁ ପ୍ରାୟତଃ ଜମ୍ମୁ ଓ କାଶ୍ମୀରରେ ସ୍ୱାଧୀନତା ଦିବସରେ ଇଣ୍ଟରନେଟ ସେବା ବନ୍ଦ କରାଯାଏ । ଶେଷ ଥର ୨୦୧୮ରେ କୌଣସି ବାଧା ନ ଆସି ଇଣ୍ଟରନେଟ ଚାଲିଥିଲା । ଆଉ ୩ବର୍ଷ ପରେ ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଇଣ୍ଟରନେଟ ବିନା କୌଣସି ଦ୍ୱିଧାରେ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି