Masthead

ପୋଲିସ ପାଇଁ ଜୀବନ ଗଲା

ରାଇରଙ୍ଗପୁର (ବଡ଼ ଖବର ବ୍ୟୁରୋ): ପୋଲିସ ପାଇଁ ଜୀବନ ଗଲା । ଏପରି ଅଘଟଣ ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦାମୁଦିଗଡାରେ। ଗ୍ରାମାଞ୍ଚଳ ପୋଲିସ ରାତିରେ ଚେକିଂ କରୁଥିଲା । ସେହି ସମୟରେ ବାଇକରେ ୩ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

ହେଲେ ଫାଇନ ଡରରେ ପଳେଇବାରୁ ପୋଲିସ ମଧ୍ୟ ସେମାନଙ୍କର ପିଛା କରିଥିଲା । ବାଇକ ଆରୋହି ପୁଲିସ ଭୟରେ ଦ୍ରୁତ ଗତିରେ ପଳାଉଥିବା ବେଳେ ଦାମୁଦିଗଡା ନିକଟରେ ଥିବା ହମ୍ପସରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପଥର ଉପରେ ଛିଟିକି ପଡ଼ିଥିଲେ । ପଥରରେ ମୁଣ୍ଡ ବାଜି ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତ୍ୱର ଥିବା ଜଣାପଡିଛି ।

ମୃତକ ହେଲେ ଗୋରୁମହିଷାଣି ଥାନା ବାଲିଆବାଦୀ ଗ୍ରାମର ଦାସମତ ମୁର୍ମୁ, ଗୁରୁତର ନାବାଳକ ଜଣକ ହେଲେ ଚାପଲ ଗ୍ରାମର ନାରାୟଣ ମାର୍ଣ୍ଡି । ସେମାନେ ସୁଲେଇପାଟରୁ ବିଜାତଳା ଦେଇ ଘରକୁ ଫେରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି