Masthead

ତାଲିବାନକୁ ତା ଭାଷାରେ ଜବାବ ଦେବ ଆମେରିକା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନକୁ ତା’ ଭାଷାରେ ଜବାବ ଦିଆଯିବ । ଏକଥା କହିଛନ୍ତି ଆମେରିକା ପରରାଷ୍ଟ୍ର ସଚିବ । ଆମେରିକାର ଏଭଳି ଆଭିମୁଖ୍ୟ ଆଫଗାନିସ୍ତାନରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଛି । ଯେକୌଣସି ମୁହୂର୍ତ୍ତରେ ଆମେରିକା ଆକାଶମାର୍ଗରୁ ତାଲିବାନଙ୍କ ଉପରେ ଆକ୍ରମଣ କରିପାରେ । ଆଜି ଆମେରିକାର ପେଣ୍ଟାଗନରେ ଜରୁରୀ ବୈଠକରେ ଏହି ସୂଚନା ମିଳିଛି । ତେଣେ ଆଫଗାନିସ୍ତାର ରାଜଧାନୀ ବାବୁଲକୁ ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଅଧିକାର କରିନେଇଛନ୍ତି ।

ସମଗ୍ର ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିନେଇଛି । କାବୁଲରେ ତାଲିବାନମାନେ ନାଇଟ୍ କର୍ଫ୍ୟୁ ଜାରି କରିବା ସହ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିଦେଇଛନ୍ତି । ବାବୁଲରେ ଲୁଟ୍ ପାଟ ଜାରି ରହିଛି । ତେବେ ତାଳିବାନଙ୍କ ଆକ୍ରମଣରେ ୪୦ରୁ ଉଦ୍ଧ୍ୱର୍ ନାଗରିକ ଆହତ ହୋଇଛନ୍ତି । କିଛି ଆଫଗାନିସ୍ତାନ ନେତା ଇସଲାମାବାଦରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଘନି ଆତଙ୍କବାଦୀଙ୍କୁ ଆଫଗାନିସ୍ତାନକୁ ଟେକି ଦେଇ ଦେଶଛାଡି ଚାଲିଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ