Masthead

ଓମାନରେ ଅସରଫ ଘନି

(ବଡ଼ ଖବର ବ୍ୟୁରୋ): ଓମାନରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି । ଆତଙ୍କବାଦୀ ମାନେ କାବୁଲରେ ପ୍ରବେଶ କରିବା ପରେ ଅସରଫ ନିଜ ପଦବୀରୁ ଇସ୍ତାଫା ଦେଇ ଦେଶ ଛାଡି ପଳାଇଛନ୍ତି । ପ୍ରଥମେ ସେ ତାଜିକିସ୍ତାନ ଯାଇଥିଲେ । ସେଠାରେ ତାଙ୍କ ବିମାନକୁ ଅବତରଣ ଅନୁମତି ମିଳିନଥିଲା । ବାଧ୍ୟ ହୋଇ ଘନି ଓମାନ ପଳାଇଛନ୍ତି ।

ସେଠାରୁ ସେ ଆମେରିକା ଯାଇପାରନ୍ତି । ଘନିଙ୍କ ସହ କିଛି ଲ’ମେକର ଥିବା ଜଣାଯାଇଛି । ରକ୍ତପାତ ନହେବା ପାଇଁ ଦେଶ ଛାଡିଲେ ବୋଲି ଘନି ସୂଚନା ଦେଇଛନ୍ତି କାବୁଲରେ ଥିବା ରୁଷିଆ ଦୂତାବାସର କିଛି କର୍ମଚାରୀଙ୍କ ସୂଚନା ଅନୁଯାୟୀ ଘନି ୪ଟି କାର ଓ ଗୋଟିଏ ହେଲିକାପ୍ଟରରେ ବିପୁଳ ଅର୍ଥ ନେଇ ପଳାଇଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ