Masthead

ଯେଉଁଠି ଜନ୍ମ ନିଅନ୍ତି ଯାଆଁଳା….

(ବଡ଼ ଖବର ବ୍ୟୁରୋ): ଦୁନିଆରେ ଏଭଳି କିଛି ଅଜବ ଜିନିଷ ରହିଛି ଯାହକୁ ବିଶ୍ୱାସ କରିବା ସହଜ ହୋଇନଥାଏ । କିଛି ଏମିତି କଥା ଥାଏ ଯାହାକୁ ଲୋକ ସହଜରେ ଗ୍ରହଣ କରନ୍ତି ନାହିଁ । କେତେକ ସ୍ଥାନ ଅଛି ଯାହାକି ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ । ଯେଉଁଠି ସବୁବେଳେ କିଛି ବିଚିତ୍ର ଘଟଣା ଘଟିଥାଏ । ସେଭଳି ଏକ ଅଜବ ସ୍ଥାନ ହେଉଛି କେରଳର ମଲପପୁର ଜିଲ୍ଲାରେ ଥିବା କୋଡିହ୍ନି ଗାଁ । ଏଠରେ ଅଧିକାଂଶ ଯାଆଁଳା ଶିଶୁ ଜନ୍ମ ହେବାର ଦେଖିବାକୁ ମିଳେ ।

ପ୍ରାୟତଃ ଯାଆଁଳା ପିଲା ଏଠାରେ ଜନ୍ମ ହୋଇଥାନ୍ତି । ଗତ ୫୦ ବର୍ଷରେ ପ୍ରାୟ ୪୦୦ ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହେବାର ତଥ୍ୟ ମିଳିଛି । ଏପରିକି ଏହି ଯାଆଁଳା ପିଲାଙ୍କୁ ଦେଖିବା ପାଇଁ ଆଖପାଖ ଗାଁର ଲୋକେ ସେଠାକୁ ଚାଲିଆସନ୍ତି । ତେବେ ସେଠାରେ କାହିଁକି ଯାଆଁଳା ପିଲା ଜନ୍ମ ନିଅନ୍ତି ଏପରି କିଛି ତଥ୍ୟ ଜଣାପଡିନାହିଁ । ୨୦୧୬ ରେ କିଛି ରିସର୍ଚ୍ଚ ଟିମ୍ ଏହି ଗାଁକୁ ଆସି ଗାଁର ଜାଆଳା ପିଲାଙ୍କୁ ଏକାଠି କରିଥିଲା । କିନ୍ତୁ ରିସର୍ଚ୍ଚରେ କିଛି ତଥ୍ୟ ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା