Masthead

ପୋଲିସର ଲାଠିଚାର୍ଜ ପରେ ରାସ୍ତା ରୋକ କଲେ କୃଷକ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ) : ତେଜୁଛି କୃଷକ ଆନ୍ଦୋଳନ । ହରିୟାଣାରେ ହୋଇଥିବା କୃଷକ ଆନ୍ଦୋଳନକୁ ପୋଲିସ ବିରୋଧ କରିଥିଲା । ଉତକ୍ଷିପ୍ତ ହୋଇ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଚ୍ଚ କରିଥିଲା ପୋଲିସ । ଫଳରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମୁନସିପାଲଟିର ସଂସ୍ଥା ମତଦାନ ଉପରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହରିୟାଣାରେ ହୋଇଥିବା କୃଷକ ଆନ୍ଦୋଳନରେ ପୋଲିସର ଏଭଳି ବ୍ୟବହାରକୁ ନିନ୍ଦା କରାଯାଇଛି । ପୋଲିସ ବିରୋଧରେ ଏକତା ପ୍ରକାଶ କରିବାକୁ କୃଷକ ମାନଙ୍କୁ ନବେଦନ କରାଯାଇଛି । ଚଣ୍ଡିଗଡ,ଗୋହାନା-ପାନିପଟ ଓ ଜିନ୍ଦ-ପଟିଆଲା ପ୍ରବାହିତ ହୋଇଥିବା ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ପୋଲିସର କାର୍ଯ୍ୟରେ ଅନେକ କୃଷକ ଆହତ ହୋଇଥିଲେ ।ଯାହା ଫଳରେ ବହୁ ସଂଖ୍ୟାର କୃଷକ ଟୋଲ ପ୍ଲାଜାରେ ଅନ୍ଦୋଳନ କରଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ