Masthead

ରସିକିଆ ପୋଲିସ ବାବୁ

ଭୁବନ (ବଡ଼ ଖବର ବ୍ୟୁରୋ): ରସିକିଆ ପୋଲିସ ବାବୁ । ବାବୁଙ୍କ ରାସଲୀଳାର ଭିଡିଓ ହେଲା ଭାଇରାଲ । ସ୍ତ୍ରୀ ହାବୁଡରେ ପ୍ରେମିକା ସହିତ ଧରାପଡି ହଟହଟା ହେଲେ ରସିକିଆ ପୋଲିସ ବାବୁ । ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁର ଛକରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲାର ବିବାହିତା ପୋଲିସ ଅଧିକାରୀ ବିନୟ ସାହୁ ତାଙ୍କର ପ୍ରେମିକା ସହିତ ଭୁବନ ଅଞ୍ଚଳରେ ବୁଲୁଥିବାର ଖବର ପାଇ ସ୍ତ୍ରୀ ଏବଂ ପୁଅ ସେମାନଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଭୁବନ ଥାନା ଅଧିକାରୀ ସେମାନଙ୍କୁ ଭୁବନ ଥାନାକୁ ନେଇ ଆପୋଷ ବୁଝାମଣା କରି ଛାଡି ଦେଇଛନ୍ତି । ଏଏସଆଇ ବିନୟ ସାହୁ ଢେଙ୍କାନାଳ ଜିଲ୍ଲା ନିହଲପ୍ରଶାଦ ଥାନାରୁ ରାସୋଳ ଥାନାକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ