Masthead

ମରୁଭୂମି ପାଲଟିବ କୋଇଡ଼ା

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳହ ୫ ନୂତନ ଖଣି ଉପରେ ପଡ଼ିଛି ସରକାରଙ୍କ ନଜର । ଏହି ଖଣି ଅଞ୍ଚଳ ଗୁଡିକ ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ଅନେକ ଗୁଡ଼ିଏ ଖଣିର ପାର୍ଶ୍ଵବର୍ତ୍ତି ଅଞ୍ଚଳ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ । ଏହି ଜଙ୍ଗଲ ଉପରେ ଏବେ ରାଜ୍ୟ ସରକାରଙ୍କ ନଜର ପଡିଛି ।

ବଣାଇ ବନଖଣ୍ଡର ବରସୁଆଁ ଏବଂ କୋଇଡା ବନାଞ୍ଚଳର ଖାଜୁରଢ଼ି , ମାଙ୍କଡନଚା , ସାରକୁଣ୍ଡା, ମେଣ୍ଢାମାରୁଣି, କାଠମାଳ ସଂରକ୍ଷିତ ଜଙ୍ଗଲ ଆଗାମୀ ପିଢି ପାଇଁ ଲୋପ ପାଇଯିବ । କୋଇଡ଼ା ଅଞ୍ଚଳ ମରୁଭୂମିରେ ପରିଣତ ହେବ । ବନ୍ୟଜନ୍ତୁ ଲୋପ ପାଇବେ । କୋଇଡା ଖଣି ମଣ୍ଡଳରେ ୪୦ରୁ ଅଧିକ ଖଣି ବନ୍ଦ ରହିଛି । ସେହି ବନ୍ଦ ଖଣିଗୁଡିକୁ ରାଜ୍ୟସରକାର ନ ଖୋଲି ନୂତନ ଖଣି ଖୋଳି ପରିବେଶ ପ୍ରତି ବିପଦ ସୃଷ୍ଟି କରିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ