Masthead

ମୁକ୍ତ ହେବେ ଆଇଏସଆଇଏସ ଆତଙ୍କବାଦୀ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାପରେ ତାଲିବାନ ଆତଙ୍କୀମାନେ ବେଶ୍ ଖୁସି । ତେଣେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଚଳାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ନୂତନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଆମେରିକା ଆଇଏସଆଇ ଏବଂ ଅଲ କାଏଦା ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ ଏୟାର ଷ୍ଟ୍ରାଇକ୍ କରିପାରେ । ଆମେରିକା କହିଛି ତାଲିବାନଙ୍କ ସାହାଯ୍ୟ ବିନା ଆଫଗାନିସ୍ତାନରୁ ଆତଙ୍କବାଦୀଙ୍କୁ ହଟାଇବା କଷ୍ଟକର।

ଆଫଗାନିସ୍ତାନରେ ଆମେରିକାର ୨୦ ବର୍ଷ ଯୁଦ୍ଧ ସମୟରେ ବହୁ ଆତଙ୍କବାଦୀଙ୍କୁ ବନ୍ଦୀ କରାଯାଇଥିଲା । ଏହି ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ତାଲିବାନ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ଅତି କମରେ ୨,୦୦୦ ଆଇଏସଆଇଏସ ଆତଙ୍କବାଦୀ ମୁକ୍ତ ହେବେ । ଏହି ଆତଙ୍କବାଦୀମାନେ ମୁକ୍ତ ହେଲେ ଆଫଗାନିସ୍ତାନରେ ହଇଚଇ ସୃଷ୍ଟି କରିପାରନ୍ତି। ଆମେରିକାର ସେନା ଜେନେରାଲ ମାର୍କ ମିଲି କହିଛନ୍ତି, ତାଲିବାନ ଏକ ନିଷ୍ଠୁର ସଂଗଠନ। ତାଲିବାନ ସହ ଆମେରିକାର ସମ୍ପର୍କ ରଖିବା ବିଷୟରେ ହେଉଥିବା ଆଲୋଚନା ନିରାଧାର । କିନ୍ତୁ ଆଇଏସଆଇଏସକୁ ହଟାଇବା ପାଇଁ ଉଭୟଙ୍କୁ ଏକାଠି ହେବାକୁ ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା